Tu Ete Bhala Helu Kahin | Odia Video Song | Lubun-Tubun | ft. Vishal Kotian & Deepika | Humane Sagar
Lubun-Tubun Lubun-Tubun
863K subscribers
4,519,877 views
0

 Published On Nov 10, 2019

Tu Ete Bhala Helu Kahin❤‬
ତୁ ଏତେ ଭଲ ହେଲୁ କାଇଁ ❤ (Music Video)

ଯଦି ଏହି ଭିଡିଓଟି ଭଲଲାଗିଥାଏ ତେବେ ଆମ "Lubun-Tubun" channel କୁ Subscribe କରନ୍ତୁ, Like, Share & Comment କରନ୍ତୁ, ଆମ ସହ ଯୋଡିହେବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବାକୁ Bell ର Button ପ୍ରେସ୍ କରନ୍ତୁ I

🎬
✽ Director : Lubun-Tubun
✽ Producer : Ramesh Barik
✽ Line Producer : Lubun-Tubun
✽ Starring : Vishaal Kotian (Mumbai) & Deepika
✽ DOP / Editing / Vfx & Di : Tubun (LT)
✽ Drone : Pradeep
✽ Post-Production : LT STUDIO (ctc)

🎧
✽ Singer : Humane Sagar & Jyotirmayee
✽ Lyrics : Arun Mantri
✽ Music : Baidyanath Dash
✽ Audio on : Lubun-Tubun Production

----------------------------------------------------------------
► Official Contact : 9776577525
► Whatsapp : 9776577525
► website : www.lubuntubun.com

► Digital Management : Lubun-Tubun Production
► Digital Head : Tubun Sen
---------------------------------------------------------------
SUBSCRIBE to LUBUN-TUBUN channel
👉 https://bit.ly/2rEecDz
----------------------------------------------------------------
Watch & Subscribe to our other YouTube Channels:
👉 Lubun-Tubun Comedy : https://bit.ly/2PD0oZ0
👉 Lubun-Tubun Bhakti : https://bit.ly/37ukckM
👉 SS Films Odia : https://bit.ly/35FbpfW
👉 Odia Entertainment : https://bit.ly/2L7NCw4
-----------------------------------------------------------------
Enjoy & stay connected with us!!
👉 Like us on Facebook :   / lubuntubunproduction  
👉 Follow us on Instagram :   / lubuntubun.official  
👉 Follow us on Twitter :   / lubuntubun  
----------------------------------------------------------------

Subscribe to Lubun-Tubun Channel for unlimited entertainment.

LIKE | COMMENT | SHARE |
SUBSCRIBE



ପୁରା ଗୀତ ଓଡ଼ିଆରେ
------------------------

(ପୁ)
ତୁ ଏତେ ଭଲ ହେଲୁ କାହିଁ.....
ତୁ ଏତେ ଭଲ ହେଲୁ କାହିଁ
ତତେ ଭଲ ପାଇବାକୁ ସାତ ଜନମ ବି
ମୋ ପାଇଁ ପଡିବ ଉଣା....

(ଝି)
ତୁ ଏତେ ଭଲ ହେଲୁ କାହିଁ.....
ତୁ ଏତେ ଭଲ ହେଲୁ କାହିଁ
ତତେ ଭଲ ପାଇବାକୁ ସାତ ଜନମ ବି
ମୋ ପାଇଁ ପଡିବ ଉଣା....

(ପୁ)
ତତେ ଦେଖିଦେଲେ ଲାଗେ ଦେଖୁଛି ମୁଁ ଖୁଦା କୁ...
ହଁ ସେଥିପାଇଁ ତତେ ଡରଲାଗେ ଛୁଇଁବାକୁ ...
ନିଶ୍ଵାସ ନେଲେ ତୁ
ବଂଚୁଛି ରେ ମୁଁ ସାହେବା.....
(ଝି)
ଓ.. ଓ.. ହୋ.. ହୋ..
ଓ.. ଓ.. ହୋ.. ହୋ...
(ପୁ)
ଓ.. ଓ.. ହୋ.. ହୋ..
ଓ.. ଓ.. ହୋ.. ହୋ.............. ||୦||

(ଝି)
ପଥର ହେଇ ମୁଁ ପଡ଼ିଥିଲି
ତୋ ଛୁଆଁରେ ମୂର୍ତ୍ତୀ ବନିଗଲି....
(ପୁ)
ପରୀ ଟେ ହେଇ ଯିଏ କାଲି ଡ୍ରିମ୍ ରେ ଥିଲା
ଆଈ ଲଭ୍ ୟୁ ଆଜି ସେ କହିଦେଲା...
(ଝି)
ତୁ ମୋ ପାଇଁ ଆଜି ହେଇଚୁ ଏତେ ଜରୁରତ୍
ମୋ ଜୀବନେ ସାଜି ସାରିଚୁ ତ କମଜୋରୀ...
କୋଟିଏ ଜନ୍ମ ରୁ ପୁନ୍ୟ ଫଳ ତୁ ରାଂଝାଣା....
(ପୁ)
ଓ.. ଓ.. ହୋ.. ହୋ..
ଓ.. ଓ.. ହୋ.. ହୋ...
(ଝି)
ଓ.. ଓ.. ହୋ.. ହୋ..
ଓ.. ଓ.. ହୋ.. ହୋ.............. ||୧||

(ପୁ)
ଏତେ ଯେ ପ୍ରେମ ମୋ ଭାଗ୍ୟରେ ଥିଲା
ବିଶ୍ଵାସ ହୁଏନା ଏ କେମିତି ହେଲା..
(ଝି)
ତାରା ଟେ ମାଗି ପାଇଛି ଆକାଶ
ଲକ୍ଷେ ପ୍ରେମର ନାହିଁ ଅବଶୋସ
(ପୁ)
ଏବେ ସବୁଦିନ ହୋଲୀ ରାତି ଲାଗୁଛି ଦିବାଲୀ...
ତୋର କଥା ସବୁ କାନେ ଶୁଭୁଚି ହେଈ କବାଲୀ
ହଁ ତତେ ମୁଁ ପାଇ ପାଇଛି ସବୁ ଜାଲିମା..
(ଝି)
ଓ.. ଓ.. ହୋ.. ହୋ..
ଓ.. ଓ.. ହୋ.. ହୋ...
(ପୁ)
ଓ.. ଓ.. ହୋ.. ହୋ..
ଓ.. ଓ.. ହୋ.. ହୋ.............. ||୨||



#LubunTubun #LTProduction #RomanticSong #odianewsong #humanesagar #HumaneSagarNewSong #jyotirmayee #LubunTubunNewVideo #OdiaSong #jyotirmayeesong #odianewalbum #tuetebhalahelukain #tuetebhalahelukaain #tuetebhala #OdiaRomanticSong #odiasong #musicvideo #odiamusicvideo #hearttouchingsong #oriyasong #odiamusicvideo #odiasadsong #sadsong #sadsongodia #odialovesong #lovesong #sadsong #humanesagarsong #odiasuperhitsong #odiahitsong #lubuntubun #lubuntubunsong #odiaalbumsong #odiaalbum #humanesagarsong #toprema #musicvideoodia #odiaalbumsong #topremarepagala #humansagar #lubun #song


____* ANTI-PIRACY WARNING *____
This content is Copyright to Lubun-Tubun Production. Any unauthorized reproduction, redistribution or re-upload (Audio & Video) is strictly prohibited of this material. Legal action will be taken against those who violate the copyright of the following material presented!

© All copyrights reserved with Lubun-Tubun Production.

show more

Share/Embed